ଗୌତମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗୋତମ+ଅପତ୍ୟାର୍ଥେ. ଅ) ସମ୍ପାଦନା

୧. ଭାରଦ୍ୱାଜ ମୁନି — ୧. The sage Bhāradwāja.
୨. ଗୋତମ ଋଷି ପୁତ୍ର; ଶତାନନ୍ଦ ଋଷି — ୨. The sage Satānanda.
୩. ନ୍ୟାୟଦଶନ ପ୍ରଣେତା ମୁନି — ୩. Name of the founder of Nyāya philosophy.
୪. ବୁଦ୍ଧଦେବ —୪. Buddha.
୫. ଦ୍ରୋଣଙ୍କ ଶଳା; କୃପାଚାର୍ଯ୍ୟ — ୫. The name of Kṛupāchārj̄ya.
୬. ଗୋଦାବରୀ ନଦୀର ଉତ୍ପତ୍ତିସ୍ଥାନ; ପର୍ବତବିଶେଷ — A Name of a mountain giving rice to the Godābarī river.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଗୋତମସମ୍ୱନ୍ଧୀୟ — Pertaining to the sage Gotama.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅସ୍ୱାଭାବିକ ପ୍ରକ୍ରିୟାରେ କାମବୃର୍ତ୍ତି ଚରିତାର୍ଥକ୍ରିୟା — Satiation of carnal desire by unnatural means.