ଗୌଣ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ମେଦିନୀପୁର) କ୍ରି. (ତୁଳ. ବଙ୍ଗାଳୀ - ଗୌଣ୍କରା) ସମ୍ପାଦନା

୧. ବିଳମ୍ୱ କରିବା —୧. To delay.
୨. ଅପେକ୍ଷା କରିବା —୨. To wait.