ଗୌଡ଼ିଆ ବୈଷ୍ଣବ
ଗୌଡ଼ିଆ ବୈଷ୍ଣବ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗୌଡ଼ିଆ ବୈଷ୍ଣବ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୌଡ଼ୀୟ ବୈଷ୍ଣବ)
ସମ୍ପାଦନାଚୈତନ୍ୟମତାବଲମ୍ୱୀ ବୈଷ୍ଣବ — Bai̱shṇabas following the creed of Chai̱tanya.
[ଦ୍ରଷ୍ଟବ୍ୟ — ଏମାନଙ୍କ ବେକରେ ମାଳା ଓ ମୁଣ୍ଡରେ ଚଇତନ ଚୁରୁକୀ ଥାଏ । ଚୈତନ୍ୟ ଦେବଙ୍କ ଦେହତ୍ୟାଗ ପରେ ତଦୀୟ ଭକ୍ତମଣ୍ଡଳଦ୍ୱାରା ଏ ସଂପ୍ରଦାୟ ଗଠିତ ହୋଇଥିଲା । ଉଜ୍ଜ୍ୱଳାଖ୍ୟ ମଧୁର ରସ ସାଧନା ସେମାନଙ୍କର ଚରମ ଲକ୍ଷ୍ୟ । ଶୌଚ, ନାମଳପ, ନିର୍ମଳରାସ ଓ ସହଜ ଭଜନ ପନ୍ଥାଦ୍ୱାରା ଭକ୍ତିସାଧନହିଁ ଏମାନଙ୍କର ଲକ୍ଷ୍ୟ ।]