ଗୋସିଆଁ
ଗୋସିଆଁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ଗୃହସ୍ୱାମୀ, ଗୋସ୍ୱାମୀ) ସମ୍ପାଦନା
- ୧. ଗୃହସ୍ୱମୀ — ୧. Householder.
- ୨. ଭୃତ୍ୟର ମାଲିକ; ଭୃତ୍ୟର ସ୍ୱାମୀ — ୨. Master of a servant.
- ୩. ପଶୁ ବା ଦ୍ରବ୍ୟର ମାଲିକ —୩. Owner of a beast or thing.
ମାଘେ ମଇଁଷି, ଭୋଦୁଆଁ ବାଈ, ଅଶିଣେ ଘୋଡା ଗୋସିଆଁ ଖାଇ ଢଗ
୪ : ସ୍ୱାମୀ; ଭର୍ତ୍ତା —୪. Husband.
୫ : ରକ୍ଷକ —୫. Protector.
ଗ୍ରାମ୍ୟ - ବିଶେଷଣ - ସମ୍ପାଦନା
୧ : ଯାହାର ରକ୍ଷକ ଅଛି — ୧. Having a protector.
- ୨. ଯାହାର ସ୍ୱାମୀ ବା ମାଲିକ ଅଛି — ୨. Having an owner or master.
- ୩. ଯେଉଁ ସ୍ତ୍ରୀର ପତି ଜୀବିତ ଅଛି; ଅହିଅ — ୩. (a woman) Having her husband living.