ଗୋସାଣୀ ଯାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ ସହର) ବିଶେଷ୍ୟ - ସମ୍ପାଦନା

ଆଶ୍ୱିନ ଶୁକ୍ଳ ଅଷ୍ଟମୀଠାରୁ ଦଶମୀ ପର୍ଯନ୍ତ ମାଟିରେ ଯେଉଁ ଗୋସାଣୀମୂର୍ତ୍ତିମାନ ତିୟାରି କରି କରାଯାଇ ଯେଉଁ ଶୋଭାଯାତ୍ରା ଓ ଉତ୍ସବ କରାଯାଏ —A festival of taking out in procession in the streets of Puri town earthen images of Goddesses.