ଗୋସାଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. ସମ୍ପାଦନା

୧. ମାତା ଓ ଗୋସାଇଁ ମା — ୧. Mother and grandmother.
୨. ପିଶାଚୀ; ଡାହାଣୀ ୨. Witch; demoness; she-ghost.
୩. ଦୁଷ୍ଟା ଦେବୀବିଶେଷ — ୩. A wicked Deity (goddess).
୪. ଯୋଗିନୀ; ଦୁର୍ଗାଙ୍କ ପାର୍ଶ୍ୱଚରୀ ଦେବୀ — ୪. An attendant Deity of Durga.