ଗୋଶାଳା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଶାଳା)

ସମ୍ପାଦନା
୧. ଗୋରୁ ରହିବାର ସ୍ଥାନ; ଗୁହାଳ —୧. Cow-shed.
୨. ଭାରତର ସ୍ଥାନେ ସ୍ଥାନେ ଦାନଶୀଳ ଲୋକମାନଙ୍କଦ୍ୱାରା ପ୍ରତିଷ୍ଠିତ ଅକର୍ମଣ୍ୟ ଗୋରୁମାନଙ୍କ ଆଶ୍ରୟସ୍ଥାନ — Goshala; houses built and maintained by charitable people for protecting old and helpless cattle.