ଗୋଳିଆଗୋଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଘାଣ୍ଟିବା — ୧. Stirring up to gether.
୨. ମିଶ୍ରଣ —୨. Mixture.
୩. ଗୋଳମାଳ; ଅସ୍ତବ୍ୟସ୍ତତା —୩. Confusion; consternation.
୪. ଅନେକ ପରିବା ମିଶ୍ରିତ ତରକାରୀ; ଘାଣ୍ଟତିଅଣ — ୪. Hotchpot; hodgepodge.

ଦେଶଜ - ବିଶେଷଣ - ସମ୍ପାଦନା

୧. ମିଶ୍ରିତ (ବହୁଦ୍ରବ୍ୟ) — ୧. Mixed up (many things).
୨. ଭଲ ଓ ମନ୍ଦ ମିଳାମିଶା ହୋଇଥିବା — ୨. Having good mixed up with evil.
୩. ଅସ୍ତବ୍ୟସ୍ତ —୩. Confused.
୪. ଅନିର୍ଦ୍ଦିଷ୍ଟ; ଅନିଶ୍ଚିତ —୪. Uncertain.
୫. ଘଣ୍ଟା ହୋଇଥିବା —୫. Stirred up.