ଗୋଳାଇବା
ଗୋଳାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ଗୋଳେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଘୁଟ ଧାତୁ=ଆଲୋକଡ଼ନ କରିବା) ସମ୍ପାଦନା
- ୧. (ସକର୍ମକ) ଦ୍ରବ ପଦାର୍ଥ ସହ ଅନ୍ୟ ପଦାର୍ଥ ମିଶାଇବା; ଗୋଳିବା —To mix up some thing with water or liquid.
- ୨. (ସକର୍ମକ) ଘାଣ୍ଟିବା; ଆଲୋଡ଼ନ କରିବା — ୨. To stir up; to agitate.
- ୩. (ଅକର୍ମକ) ଛୁଆଁ ଅଛୁଆଁ ବାରଣ ନ ରଖିବା — ୩. Not to discriminate between what is to be touched and what not.
- ୪. (ସକର୍ମକ) ଗୋଳମାଳ କରିଦେବା — ୪. To confuse.
- ୫. (ଅକର୍ମକ) ଅପାନ ବାୟୁ ତ୍ୟାଗଦ୍ୱାରା ବାୟୁକୁ ଦୁର୍ଗନ୍ଧମୟ କରିବା —୫. To pollute the air by passing wind.
- ୬. ଗୋଳିବାର ଣିଜନ୍ତରୂପ — ୬. Causative form of Goḻibā.