ଗୋଲ ମରିଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗୋଳମରିଚ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମରିଚ (ଦେଖ) - — ୧. Maricha (See)
୨. ନାକରେ ପିନ୍ଧାଯିବା ଗୋଲମରିଚ ସଦୃଶ ଛୋଟ ସୁନାର ଅଳଙ୍କାର — ୨. A small gold ornament in the shape of a black pepper, worn in the nose.