ଗୋରୁଜଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଯେ ଗୋରୁଙ୍କୁ ଚରାଏ ବା ଗୋରୁ ଚରିବା ସମୟରେ ଗୋରୁଙ୍କୁ ଜଗେ —(a person) Tending cattle; looking after the cattle while grazing.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗୋରୁରଖୁଆଳ —୧. Cowherb.
୨. ଚରୁଥିବା ଗୋରୁଙ୍କୁ ଜଗିବା କର୍ମ — ୨. Looking after grazing cattle.