ଗୋରାପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଡ଼ ଜାହାଜ; ୩ ମାସ୍ତୁଲବାଲା ପାଲଟଣା ଜାହାଜ — A big sailing ship with three masts.

ବଡ଼ ଜାହାଜର ନାମ ଗୋରାପ—ଫକୀରମୋହନ. ଗଳ୍ପସ୍ୱଳ୍ପ

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟ ୧୪୧୫: ଶତାବ୍ଦୀରେ ଏ ଜାହାଜ ବଙ୍ଗୋପ— ସାଗରରେ ଚଳପ୍ରଚଳ ହେଉଥିଲା ହିନ୍ଦୀ - ଶବ୍ଦସାଗର]