ଗୋରଡ଼ା
ଗୋରଡ଼ା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଫରାସୀ - ଗିର୍ଦ; ଗିର୍ଦା)
ସମ୍ପାଦନା- ୧. ଗୋରୁ ଖୁଆଡ଼ — ୧. Cattle-pen.
- ୨. ବାଡ଼ଦିଆ ଉଦ୍ୟାନ — ୨. A garden surrounded by enclosure or fencing.
- ୩. ବୈଦିକ ବ୍ରାହ୍ମଣଙ୍କ ଶାଖାଭେଦ — ୩. A class of B&aline;i̱dika Brāhmaṇas.
- ୪. ପାନବରଜ ସନ୍ନିହିତ ତୃଣୋଦ୍ୟାନ — ୪. A garden of reeds attached to a betel- plantation.
- ୫. ଦରଜ ଓ ବ୍ୟଥା ନିବାରଣାର୍ଥ ନବପ୍ରସୂତିର ଜନନେ— ନ୍ଦ୍ରିୟରେ ଅନ୍ୟ ବ୍ୟକ୍ତି ଉତ୍ତପ୍ତ ଗୋଇଠିଦ୍ୱାରା ସେକଦେବା — ୫. Dry fomentation of the private parts of a newly delivered woman with the heel of a person warmed over a brisk fire (to alleviate the after-pains of child-birth).
ପ୍ରାଦେଶିକ -
ସମ୍ପାଦନା- ୧. (ଗଡ଼ଜାତ) ବି—ବାଡ଼ — ୧. Enclosure; fencing.
- ୨. (ବାଲେଶ୍ୱର) ବି—ମକଦ୍ଦମା ବିଚାରବେଳେ ଯେଉଁଠାରେ ଆସାମୀ ଠିଆ ହୁଏ —୨. An accused's dock.