ଗୋତ୍ରମାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଗୋତ୍ର ଓ ମାରକ) ସମ୍ପାଦନା

୧. ଗୋତ୍ରଘ୍ନ; ଯେ ଶତ୍ରୁ ସଙ୍ଗେ ମିଶି ଆପଣା ବଂଶର ବିନାଶ ଘଟାଏ —
୧. One who injures his people by siding with the enemy.

୨. ଗୋତାମରା; ଦଗାଗାଜ୍ —୨. Faithless.