ଗୋତାମାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଦଗାଦିଆ; ଧୁର୍ତ୍ତ; ଦଗାବାଜ୍ — ୧. Cheating; deceitful; fraudlent
୨. ଅଣବିଶ୍ୱାସୀ —୨. Unfaithful; faithless.
୩. ଯେ ଗୋପନରେ ପରର ଅନିଷ୍ଟ କରେ — ୩. Injuring another by underhand practices.