ଗୋଣୀ
ଗୋଣୀ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୁଣ୍ ଧାତୁ=ଗଣନା କରିବା=କରଣେ ଅ+ ସ୍ତ୍ରୀ. ଈ)
ସମ୍ପାଦନା- ୧. ଶସ୍ୟାଦିର ପରିମାଣବିଶେଷ (୧ ଦ୍ରୋଣ) — ୧. A corn-measure.
- ୨. ଶସ୍ୟାଦିର ପରିମାଣପାତ୍ର; ଗୌଣୀ — ୨. A measuring pot for corn.
- ୩. ଅଖା; ଥଳି; ବସ୍ତା —୩. Gunny; sack.
- ୪. ଚିରା ଲୁଗା; କନ୍ଥା — ୪. Regged garment; rags; torn cloth.