ଗୋଡ଼େ ଗୋଡ଼େ
ଗୋଡ଼େ ଗୋଡ଼େ
ଉଚ୍ଚାରଣ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. ଠିଆଏ ଠିଆଏ; କୌଣସି ସ୍ଥାନକୁ ଯାଇ ସେଠାରେ ନ ବସି; ଠିଆ ଠିଆ କାର୍ଯ୍ୟ ସାରି — ୧. Without taking seat.
- ୨. ଅନତିବିଳମ୍ୱେ; ଅତି ଶୀଘ୍ର; ଚଟ୍ — ୨. As soon as possible; immediately; very quickly.
- ୩. ପ୍ରତି ମୁହୂର୍ତ୍ତରେ; ବାରମ୍ୱାର — ୩. Every moment; repeatedly.
(ଯଥା—ସେ ଦୁହିଙ୍କର ଗୋଡ଼େ ଗୋଡ଼େ କଜିଆ ଲାଗିଛି)
- ୪. ସର୍ବଦା ଜଣକର ପଛେ ପଛେ ଥାଇ — ୪. Dogging the foot steps of another.