ଗୋଡ଼ୁ

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ; ଧ୍ୱନ୍ୟନୁକରଣ) ଅ

ସମ୍ପାଦନା

ଶକଟବାହକ ଗୋରୁଙ୍କୁ ଅଡାଇବାର ଓ ବୁଲାଇ କରି ନେବାର ଶଦ୍ଦ — A sound uttered by a cart-driver to goad the bullocks onward.