ଗୋଡ଼ାଇବା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ଓ. ଗୋଡ଼ ଶଦ୍ଦରୁ ନାମ ଧାତୁ)

ସମ୍ପାଦନା
୧. ପଛରେ ଧାଇଁବା —୧. To run after; to pursue; to chase.
୨. ଅନୁସରଣ କରିବା; ପଦାନୁସରଣ କରିବା — ୨. To follow the foot-steps of another.

ନକୁଳ ମନେ କଲେ ମୋ ସୁନ୍ଦର ପଣେ, ନାରାଏ ଗୋଡ଼ାଇ ଯିବା ମୋ ଗହଣେ କୃଷ୍ଣସିଂହ. ମହାଭାରତ. ସଭା

୩. ପାଦରେ ଠେଲି ଦେବା — ୩. The push by the legs.