ଗୋଠ
ଗୋଠ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଷ୍ଠ)
ସମ୍ପାଦନା- ୧. ଗୋରୁ ରଖାଯିବା ସ୍ଥାନ — ୧. Cowshed; cattle-pen.
- ୨. ଗୋଚାରଣ ଭୂମି — ୨. Grazing ground; pasture.
- ୩. ଅରଣା ମଇଁଷି, ମୃଗ, ବରାହ, ଗୟଳ ଆଦିଙ୍କର ପହ୍ଲ — ୩. Flock; herd.
ପଡ଼ି ଥାନ୍ତି ବନେ ବିଲୁଆ ହୋଇ ଗୋଠ କୃଷ୍ଣସିଂହ ମହାଭାରତ ବନ
- ୪. ଗୋରୁମାନେ ଦଳବଦ୍ଧ ହୋଇ ଯେଉଁଠାରେ ରହନ୍ତି — ୪. The place where cattle are herded together.
- ୫. (ସଂସ୍କୃତ - କଟିତ୍ର) ଅଣ୍ଟାରେ ପିନ୍ଧିଯିବା ଶିକୁଳି — ୫. Waiste-chain; girdle.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
ସମ୍ପାଦନାକଥା; ବାକ୍ୟ —Words.