ଗୋଟିକିଗୋଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଆଦରାର୍ଥକ) ସମ୍ପାଦନା

ଏକ ପରେ ଏକ — One by one; one after another.

ଉଇଁଲେଣି ତାରା ଗୋଟିକିଗୋଟି ମଧୁସୂଦନ. ସନ୍ଧ୍ୟା

(ଗୋଟିକୁଗୋଟି—ଅନ୍ୟରୂପ)