ଗୋଟିକଠଉଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ ସମ୍ପାଦନା

କିଛି ନ ଛାଡ଼ି; ସମସ୍ତ ନିଃଶେଷରୂପେ — Entirely; without leaving even a bit.

ଦେଶଜ - ସର୍ବନାମ ସମ୍ପାଦନା

ପ୍ରତ୍ୟେକେ; ସମସ୍ତେ (ଜଣେ ହେଲେ ଛାଡ଼ ନ ଥାଇ) —Everyone; all without exception.