ଗୋଟିଏଗୋଟିଏ
ଗୋଟିଏଗୋଟିଏ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରି.ବିଶେଷଣ - ସମ୍ପାଦନା
- ୧. ଧୀରେ ଧୀରେ — ୧. Very slowly.
ଚାଲୁଥାଏ ଗୋଟିଏ ଗୋଟିଏ ଯେ ବଣେ—କୃଷ୍ଣସିଂହ ମହାଭାରତ ବନ
- ୨. ଆସ୍ତେ ସୁସ୍ଥେ; କ୍ରମେକ୍ରମେ — ୨. By degrees; gradually.
- ୩. ଏକାଦିକ୍ରମେ; ଏକ ପରେ ଅନ୍ୟ — ୩. One by one; one after the other.
ଉତ୍ତରକୁ ଯେ ଅଭିମୁଖ ହୋଇକରି ବାହାରିଲେ ଗୋଟିଏ ଗୋଟିଏ ସେ ନାରୀ—କୃଷ୍ଣସିଂହ ମହାଭାରତ ବନ
- ୪. ଥରକେ ଏକ ହୋଇ —୪. One at a time.