ଗୋଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଏକୁଟିଆ; ଏକମାତ୍ର — ୧. Solitary.
୨. ସଂଗୃହୀତ —୨. Collected; gathered; picked up.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ପାର୍ବତ୍ୟ ଭୂମିରେ ଚଳିବା ନିମନ୍ତେ ବ୍ୟବହୃତ ଛୋଟ ନିଦାଚକଯୁକ୍ତ ଶଗଡ଼ —A cart with small solid wheels for use in hilly tracts.