ଗୋଟା ଗୋଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଅନାଦରାର୍ଥ) ସମ୍ପାଦନା

୧. ଭିନ୍ନ ଭିନ୍ନ; ଖଣ୍ଡ ଖଣ୍ଡ; କ୍ଷୁଦ୍ର କ୍ଷୁଦ୍ର ଟାଣୁଆ ଖଣ୍ଡ —୧. Several lumps.
୨. ଏକ ଏକ ହୋଇ; ଥରକେ ଏକ ହୋଇ — ୨. One at a time.
୩. ଗୋଟାକ ପରେ ଗୋଟାଏ — ୩. One after another.
୪. ବହୁଶଃ; ବହୁ ସଂଖ୍ୟାରେ — ୪. In a great number.

(ଆଦରାର୍ଥକ—ଗୋଟିଗୋଟି)