ଗୋଟାଇବା
ଗୋଟାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରି.—(ସଂସ୍କୃତ - ଗୁଟିକା) ସମ୍ପାଦନା
- ୧. ଏକତ୍ର କରିବା; ସଂଗ୍ରହ କରିବା —୧. To gather into one; to collect.
- ୨. ଗୋଟି ଗୋଟି କରି ଭୂଇଁରୁ ଉଠାଇବା — ୨. To pick up from the ground one by one.
- ୩. (ଶେଯ ଆଦିକୁ) ଘଣ୍ଟା ଘଣ୍ଟା କରି ବିଶୃଙ୍ଖଳ କରିବା — ୩. To disorder by treading or rough use.