ଗୋଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - (ତୁଳ. ଦ୍ରା. ଗୋଟା;ସଂସ୍କୃତ - ଗୁଟିକା) ସମ୍ପାଦନା

୧. ବର୍ତ୍ତୁଳ — ୧. Round.
୨. ଏକୁଟିଆ; ଏକା —୨. Solitary.
୩. ଅଖଣ୍ଡ —୩. Unbroken; entire.
୪. ଖଣ୍ଡଖଣ୍ଡିଆ; ଗୋଟାଳିଆ —୪. In lumps.
୫. ଏକ ଜାଗାରେ ଜମା ହୋଇ ଟାଣୁଆ —୫. Gathered to one place and become hardened.

ଅନୁବାଦ ସମ୍ପାଦନା

ଦେଶଜ - ଅ (ସଂଖ୍ୟାବାଚକ ଶଦ୍ଦର ପ୍ରତ୍ୟୟ) ସମ୍ପାଦନା

୬. ସଂଖ୍ୟକ — ୬. Numbering.

(ଯଥା—ତିନିଗୋଟା)

ଦେଶଜ - (ସର୍ବନାମ; ଅନାଦରାର୍ଥ) ସମ୍ପାଦନା

ଏକ ଗୋଟ — One only.

ଚତୁର୍ଥ ପାବଚ୍ଛ ଗୋଟା ନିଘୋଡ଼ ଅନାମିକା ପ୍ରାଚୀ ବ୍ରହ୍ମନିରୂପଣ ଗୀତା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସଂଖ୍ୟା —୧. Number.
୨. ସୁନା ବା ରୁପାର ଜରି —୨. Gold or silver lace.

[ ଦ୍ର—ଅନାଦରାର୍ଥ 'ଗୋଟା' ଶଦ୍ଦ ଆଦରାର୍ଥରେ 'ଗୋଟି' ହୋଇ ବ୍ୟବହୁତ ହୁଏ ଯଥା—ତିନିଗୋଟା ଚୋର; ତିନିଗୋଟି ସାଧୁ]

ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ - ସମ୍ପାଦନା

ପଦାର୍ଥ —Things.