ଗୋଘ୍ନ
ଗୋଘ୍ନ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗୋ+ହନ୍ ଧାତୁ+କତ୍ତୃ. ଅ)
ସମ୍ପାଦନା- ୧. ଗୃହାଗତ ଅତିଥି ବା ଅଭ୍ୟାଗତ; କୁଣିଆଁ — ୧. An honoured guest.
[ ଦ୍ର—ପୂର୍ବେ ଭାରତରେ କେହି ଅତିଥି ଉପସ୍ଥିତ ହେଲେ, ମଧୁପର୍କପାଇଁ ବା ତାଙ୍କର ଖାଇବା ନିମନ୍ତେ ଗୋରୁ ମରା ଯାଉଥିଲା ପ୍ରାଚୀନ କାଳରେ ହିନ୍ଦୁମାନେ ଗୋମାଂସ ଖାଉଥିବାର ଏହା ଏକ ପ୍ରମାଣ ]
- ୨. ଗୋଘାତ (ଦେଖ) - ୨. Goghāta (See)