ଗୋଗେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ - ସମ୍ପାଦନା

ପଶ୍ଚିମା ପବନ ସହିତ ମେଘାଚ୍ଛନ୍ନ ଆକାଶଯୁକ୍ତ ପାଗ — Cloudy weather accompanied by west-wind.

(ଯଥା—ଆଜି ଗୋଗେଇ ହୋଇଛି)