ଗୋଇଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂଟିକା=ବଳାଗଣ୍ଠି; ଗୋହିର=ଗୋଇଠି) ସମ୍ପାଦନା

୧. ପାଦମୂଳ; ଗୁଲ୍‌ଫ; ରେଡ଼ି; ପାଦତଳର ଯେଉଁ ଅଂଶ ଠିକ୍ ପାଦ ଗଣ୍ଠିର ତଳେ ଥାଏ — ୧. The back sole of the foot; heel.
୨. ଗୋଇଠାମାଡ଼ —୨. Blow with kick.