ଗେଲ
ଗେଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶ୍ରଦ୍ଧା —୧. Affection.
ଖଣ୍ଡାଦାଢ଼ ପରେ ନ ଚାଲେ ଲଭି ଗେଲ—କୃଷ୍ଣସିଂହ. ମହାଭାରତ.ବନ
- ୨. ପ୍ରେମ; ସ୍ନେହ —୨. Love; fondness.
- ୩. ଇଙ୍ଗିତ; ଥଟ୍ଟା —୩. Jest.
ବୋଲି ଦେଲି ସିନା ଗେଲେ ହସି—କବିସୂର୍ଯ୍ୟ. କିଶୋରୀଚମ୍ପୁ.ବ—ଗୀତ
- ୪. ବାତ୍ସଲ୍ୟଯୁକ୍ତ ଆଦର —୪. Fondling.
କରନ୍ତି ଗୋଲ ସବୁ ମାତାସ୍ନେହ ବହି—କୃଷ୍ଣସିଂହ. ମହାଭାରତ.ବନ
- ୫. ଶିଶୁ ଓ ସ୍ତ୍ରୀମାନଙ୍କ ପ୍ରତି ସସ୍ନେହ ବ୍ୟବହାର — ୫. Affectionate or foud conduct towards. children and females.