ଗେରୁଆ
ଗେରୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -(ସଂସ୍କୃତ - ତ ଗୈରିକାକ୍ତ)
ସମ୍ପାଦନା- ୧. ଗେରୁ ରଙ୍ଗପରି ରକ୍ତବର୍ଣ୍ଣ —୧. Red coloured.
- ୨. ଗେରୁଦ୍ୱାତା ରଞ୍ଜିତ — ୨. Besmeared with red chalk.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାଗଞ୍ଜାମ ଜିଲ୍ଲାସ୍ଥ ଇଚ୍ଛାପୁରର ପ୍ରସିଦ୍ଧ ପର୍ବତ —A famous mountain of Ichchhāpura in the destrict of Ganjam.