ଗୃହ୍ୟ
ଗୃହ୍ୟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ+କର୍ମ. ଯ)
ସମ୍ପାଦନା- ୧. ଆକର୍ଷିତ ହେବାର ଯୋଗ୍ୟ — ୧. Fit to be attracted.
- ୨. ଗ୍ରହଣଯୋଗ୍ୟ —୨. Acceptable.
- ୩. ପରାଧୀନ; ଅନ୍ୟର ଆଶ୍ରିତ —୩. Dependent.
- ୪. ଆୟତ୍ତ; ଅଧୀନ —୪. Subordinate; subservent.
- ୫. (ସମାସରେ ଅନ୍ୟ ଶଦ୍ଦ ସଙ୍ଗେ ପ୍ରଯୁକ୍ତ, ଯଥା— ଗ୍ରାମଗୃହ୍ୟା ସେନା)—ବାହାରରେ ଅବସ୍ଥିତ — ୫. Situated outside of.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଗୃହରେ ବାସ କରୁଥିବା ବ୍ୟକ୍ତି — ୧. Inmate of a house.
- ୨. ଗୃହପାଳିତ ଜୀବ —୨. Domesticated animal.
- ୩. ଗୃହ୍ୟାଗ୍ନି (ଦେଖ) - —୩. Gṛuhyāgni (See).
- ୪. ଗୁହ୍ୟଦ୍ୱାର —୪. The anus.
- ୫. ଗୃହ୍ୟସୂତ୍ର (ଦେଖ) - ୫. Gṛuhyasūtra (See)