ଗୃହ
ଗୃହ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ୱା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ)
ସମ୍ପାଦନା- ୧. ବାସସ୍ଥାନ; ଘର — ୧. House; home; habitation.
- ୨. ଗୃହସ୍ଥାଶ୍ରମ — ୨. The state of being a house holder.
- ୩. ଭାର୍ଯ୍ୟା; ଗୃହଣୀ —୩. Wife; mistress of the house.
(ନ ଗୃହଂ ଗୃହ ମିତ୍ୟାହୁ ର୍ଗୃହିଣୀ ଗୃହ ମୃଚ୍ୟତେ—ପଞ୍ଚତନ୍ତ୍ର ବଚନ)
- ୪. (ଜ୍ୟୋତିଷ) ମେଷାଦି କୌଣସି ରାଶି — ୪. (Astronomy) One of the ୧୨ signs of the Zodiac.
- ୫. ନାମଚ ସଂଜ୍ଞା —୫. Name; appellation.