ଗୃଷ୍ଟି

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗ୍ରହ ଧାତୁ+ତି. ନିପାତନ; ଯେ ଥରେ ମାତ୍ର ଗର୍ଭ ଧାରଣ କରେ)

ସମ୍ପାଦନା
୧. ସକୃତପ୍ରସୂତା ଗୌ; ଏକବିଆଣିଆ ଗାଈ —୧. A cow which bears one calf only.
୨. ଥରେ ପ୍ରସବ କରିଥିବା ସ୍ତ୍ରୀ — ୨. A woman who has borne one child only.
୩. ବରାହ; ବାରା —୩. A boar.
୪. ବରାହତ୍ରାନ୍ତା —୪. A herb.
୫. ବଦର ବୃକ୍ଷ —୫. The Jujube tree.
୬. କାଶ୍ମୀରୀ (ଦେଖ) - —୬. Kāṡmīrī (See)