ଗୂ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୂଧାତୁ= ମଳତ୍ୟାଗ କରିବା+କର୍ମ.କ୍ୱିପ୍)

ସମ୍ପାଦନା
୧. ବିଷ୍ଠା; ମଳ —୧. Ordure; feces excrement.
୨. ମଇଲା; ମଳି —୨. Dirt; filth.