ଗୁହ ପୋଛିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବ୍ୟକ୍ତିର ଉତ୍ସୃଷ୍ଟ ମଳକୁ ଉଠାଇ ନେଇ ଉକ୍ତ ସ୍ଥାନ ପରିଷ୍କାର କରିବା — ୧. To cleanse a place of the ordure left by a person.
୨. ଅତି ତୁଚ୍ଛ ସେବା କରିବା — ୨. To do very menial service.

ଆଗ—ସୁନାପାଗ, ପଛ—ଗୁହ ପୋଛ—ଶିଶୁଗୀତ