ଗୁଳୁପୁଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଲୁକ୍କାୟିତ ଭାବ — ୧. Concealment; hiding.
୨. ଷଡ଼ଯନ୍ତ୍ର —୨. Conspiracy; plot.
୩. ଭ୍ରମକ୍ରମେ ଛାଡ଼ି ଯିବା —୩. Oversight; omission by mistake.

ଦେଶଜ - ବିଶେଷଣ - ସମ୍ପାଦନା

୧. ଲୁଚି କରି ରହିଯିବା — ୧. Lying hidden.
୨. ଭୁଲକ୍ରମେ ଛଡ଼ା ଯାଇଥିବା — ୨. Left out by mistake.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

ଲୁଚିକରି —Covertly.