ଗୁଳୁପୁଚି
ଗୁଳୁପୁଚି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଲୁକ୍କାୟିତ ଭାବ — ୧. Concealment; hiding.
- ୨. ଷଡ଼ଯନ୍ତ୍ର —୨. Conspiracy; plot.
- ୩. ଭ୍ରମକ୍ରମେ ଛାଡ଼ି ଯିବା —୩. Oversight; omission by mistake.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଲୁଚି କରି ରହିଯିବା — ୧. Lying hidden.
- ୨. ଭୁଲକ୍ରମେ ଛଡ଼ା ଯାଇଥିବା — ୨. Left out by mistake.
ଦେଶଜ - କ୍ରି. ବିଶେଷଣ -
ସମ୍ପାଦନାଲୁଚିକରି —Covertly.