ଗୁଳୁଚିପାଳୁଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକଜାତୀୟ ପାଳୁଅ — A kind of flour.

[ଦ୍ରଷ୍ଟବ୍ୟ — ଗୁଳୁଚି ଲତାକୁ ଛେଚି ପାଣିରେ ପକାଇଲେ ଏକପ୍ରକାର ଶ୍ୱେତ ପଦାର୍ଥ ପାତ୍ରତଳେ ବସିଥାଏ; ଏହାକୁ ଶୁଖାଇଲେ 'ଗୁଳୁଚି ପାଳୁଅ' ହୁଏ ଏହା ଔଷଧରେ ଓ ରୋଗୀର ପଥ୍ୟରେ ବ୍ୟବହୃତ ହୁଏ]