ଗୁଳୁଗୁଳିଆ
ଗୁଳୁଗୁଳିଆ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଗ୍ରୀଷ୍ମ; ରୈଦ୍ର; ତାପ — Heat; heat of summer.
(ଯଥା—ଆଜି ଭାରି ଗୁଳୁଗୁଳିଆ ଲାଗୁଛି)
ଅନୁବାଦ
ସମ୍ପାଦନାଗୁଳୁଗୁଳିଆ
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଗରମ; ଗ୍ରୀଷ୍ମସନ୍ତପ୍ତ; ବାୟୁବିହୀନ ଗ୍ରୀଷ୍ମଯୁକ୍ତ (କାଳ) — ୧. Hot; heated; sultry.
- ୨. ଗୁଲୁଗୁଲିଆ (ଦେଖ) - ୨. Guluguliā (See)