ଗୁଳୁଗୁଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗ୍ରୀଷ୍ମ; ରୈଦ୍ର; ତାପ — Heat; heat of summer.

(ଯଥା—ଆଜି ଭାରି ଗୁଳୁଗୁଳିଆ ଲାଗୁଛି)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଗରମ; ଗ୍ରୀଷ୍ମସନ୍ତପ୍ତ; ବାୟୁବିହୀନ ଗ୍ରୀଷ୍ମଯୁକ୍ତ (କାଳ) — ୧. Hot; heated; sultry.
୨. ଗୁଲୁଗୁଲିଆ (ଦେଖ) - ୨. Guluguliā (See)