ଗୁଳି
ଗୁଳି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳକ) ସମ୍ପାଦନା
- ୧. ଗୁଟିକା; ବଟିକା — ୧. Pills.
- ୨. ବାଟୁଳି —୨. Round earthen clods.
- ୩. ବନ୍ଧୁକର ଗୋଳା —୩. Ball for guns; bullet.
ଗଣ୍ଡି ଗର୍ଭେ ଗୁଳି ଗଲାପରି ଗଳି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଗ ଗୀତା
- ୪. ଶକଟାଦିର ରକ —୪. Whell of a cart.
ଢେଙ୍କୀ ନାକକୁ ତା ଶଗଡ଼ ଗୁଳି ଆଖି—କୃଷ୍ଣସିଂହ. ମହାଭାରତ.ବନ
- ୫. ବନ୍ଧୁକର ଗୁଳି ଯେତେଦୁର ବାଟ ଯାଏ ସେହି ଫରିମାଣର ଦୂରତ୍ୱ —୫. A distance covered by the range of gum.
- ୬. [[ ଗୁଳି (୪) (ଦେଖ) - — ୬. Guḻa (୪) (See)