ଗୁଲ୍ୱଦନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫା) ସମ୍ପାଦନା

ଏକପ୍ରକାର ବହୁମୂଲ୍ୟ ରଙ୍ଗୀନ ରେସମ ଲୁଗା —A kind of coloured slik cloth.

[ଦ୍ରଷ୍ଟବ୍ୟ —ଏ ପୂର୍ବେ କାଶୀରେ ବୁଣା ଯାଉଥ୍ଲା ଓ ଏହାର ରଙ୍ଗ ନାଲି ଗୋଲାପୀ ଏଉଥଲା, ଏବେ ଏହା ପଞ୍ଜାବର କେତେକ ଅଞ୍ଚଳରେ ବୁଣା ହେଉଅଛି ଓ ଅନ୍ୟାନ୍ୟ ରଙ୍ଗର ହେଉଅଛି ହିନ୍ଦୀ - ଶବ୍ଦସାଗର]