ଗୁଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ମଦତ୍ ବା ଗୁଲି ଖାଇବାରେ ରତ (ବ୍ୟକ୍ତି) — (a person) Addicted to smoking opium.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

୧. ଲୁଣ ବ୍ୟବସାୟରେ ମହାଜନଠାରୁ ଅଗ୍ରିମ ଟଙ୍କା ଗ୍ରହଣ କରିବା ବ୍ୟକ୍ତିର ଉପାଧି —୧. The title of a man who takes advance from salt-traders for manufacturing and supplying him with salt.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

୨. ଗାଈ ବା ମଇଁଷୀର ଫଡ଼ିଆ — ୨. Lag and thigh of a cow or buffalo; ham.