ଗୁଲିଆ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ମଦତ୍ ବା ଗୁଲି ଖାଇବାରେ ରତ (ବ୍ୟକ୍ତି) — (a person) Addicted to smoking opium.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

ସମ୍ପାଦନା
୧. ଲୁଣ ବ୍ୟବସାୟରେ ମହାଜନଠାରୁ ଅଗ୍ରିମ ଟଙ୍କା ଗ୍ରହଣ କରିବା ବ୍ୟକ୍ତିର ଉପାଧି —୧. The title of a man who takes advance from salt-traders for manufacturing and supplying him with salt.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

ସମ୍ପାଦନା
୨. ଗାଈ ବା ମଇଁଷୀର ଫଡ଼ିଆ — ୨. Lag and thigh of a cow or buffalo; ham.