ଗୁଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ମଦତ୍; ଅଫିମ ଓ ପୋଡ଼ା ପିଜୁଳିପତ୍ର ନିଆଁରେ ରନ୍ଧା ହୋଇ ଧୂମପାନାର୍ଥ ପ୍ରସ୍ତୁତ ହେବା ମାଦକ ଦ୍ରବ୍ୟବିଶେଷ — ୧. Madat; a smoking intoxicating preparation (bullet) prepared by frying opium with burnt guava leaves.

୩. କାଖର ବାହାରିବା ବ୍ରଣ; କାଖଚୁଲି — ୩. A boil in the armpit.
୪. ଗୁଳ (ଦେଖ) - — ୩. Guḻa (See)


୪. ବାଳକମାନଙ୍କର ଖୋଳିବା ଗୋଲାକାର ପ୍ରସ୍ତରଖଣ୍ଡ ବା କାଚ ଗୋଟାଳି; ମାର୍ଗୋଲି —୪. Children's marbles; a little ball of marble or glass. used as a play-thing by children.
୫. ପିଣ୍ଡୁଳା —୫. A roll.
୬. ଦୂରତ୍ୱର ପରିମାଣବିଷେଶ; ବନ୍ଧୁକର ଗୋଲା ଯେତେ ଦୂର ପର୍ଯ୍ୟନ୍ତ ଯାଇ ପାରେ ସେହି ପରିମିତି ଦୂରତ୍ୱ — ୬. A measure of distance; range of a bullet.

ପ୍ରାଦେଶିକ - (ଗଞାମ). ବିଶେଷ୍ୟ - ସମ୍ପାଦନା

ବାଉଁଶରେ ନିର୍ମିତ ଟୋକେଇ — Bamboo-basket.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଜୋକିଆ; ପରିକଣ୍ଟା; ଲଙ୍ଗଳର ପଖିମଝିରେ ମରାଯିବା ଲଙ୍ଗଳ ଲୁହାକୁ ଚିପି ରଖିବାପାଇଁ ବ୍ୟବହୃତ କଣ୍ଟା —A hooked nail stuck into the plough-blade for holding the plough-share tightly.

ପ୍ରାଦେଶିକ - (ସିଂହଭୂମି) ପ୍ରତ୍ୟୟ (ବହୁବଚନ) ସମ୍ପାଦନା

ମାନେ; ଗୁଡ଼ି; ଗୁଡ଼ିକ —Many.