ଗୁଲସୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

୧. ଦକ୍ଷିଣୀ ସୁନା ଖଡ଼ୁ — ୧. Gold bracelet for the wrist or ankle used in Madras.
୨. ସ୍ତ୍ରୀଲୋକମାନଙ୍କର ପିନ୍ଧିବା ସୁନା ବା ରୂପା ତାରର ଏକ ପ୍ରକାର ଜଞ୍ଜିର —୪. A chain-like ornament made of gold or silver worn by females.