ଗୁଲଗୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଗୁଲ୍ଗୁଲ୍=କୋମଳ) ସମ୍ପାଦନା

ବିରିଲଡ଼ୁ; ପିଷ୍ଟକ— ବିଶେଷ —A kindd of round cake.

[ଦ୍ରଷ୍ଟବ୍ୟ —ଫେଣା ହୋଇଥିବା ବିରିବଟାକୁ ଘିଅ ବା ତେଲରେ ଛାଣି ଗୁଲ୍ଗୁଲା ତିଆରି କରାଯାଏ]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ସମବେଦନା ପ୍ରକାଶ; ଦୁଃଖୀ ପ୍ରତି ସହାନୁଭୂତି —Commiseration.

ପ୍ରାଦେଶିକ - (ସମ୍ୱଲୁପର)ବିଶେଷଣ - ସମ୍ପାଦନା

୧. ସମବେଦନା ପ୍ରକାଶ କରୁଥିବା —୧. Commiserating.
୨. ଅତି ବିନୀତ ଓ ନମ୍ର ହୋଇ କଥା କହୁଥିବା; ନାଉଲି ଛାଉଲି —୨. Speaking humbly.
୩. ଗୋଗୋଛବାଡ଼ିଆ — ୩. Sever thrashing.

(ଯଥା—ସେ ତା ଭାଇକୁ ଗୁଲ୍ଗୁଲା କରି ପିଟି ପକାଇଲା)