ଗୁଲ
ଗୁଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗୁଲ
|
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଲ)
ସମ୍ପାଦନା- ୧. ପୋଡ଼ା ଗୁଡ଼ାଖୁ ଜଳି ଯାଇଥିବା ବଳିତା ବା ପିକାର ଭଗ୍ନାଶଂ —୧. The ashes of burnt Guṟḍ̠ākhu and cigar.
ଗୁଡ଼ାଖୁ ଗୁଲ, ମଦତ ଓ ଗଞ୍ଜେଇ ପାଉଁଶ ଫକୀରମୋନ. ଛମାଣଆଠଗୁଣ୍ଠ
- ୨. ବଳିତାର ଯେଉଁ ଅଂଶ ଜଳି ସାରି ପାଉଁଶ ହୋଇଥାଏ — ୨. Burnt up portion of a wick.
- ୩. ଅଗ୍ନିକଣା —୩. Particles of fire.
ଗ୍ରାମ୍ୟ - ବିଶେଷ୍ୟ - (ଶିଶୁରଞ୍ଜନ ବଚନ)
ସମ୍ପାଦନାଶିଶୁବାଳକଙ୍କ ଲିଙ୍ଗ; କସିଆ — An infant's penis (affectionately called so by elders comparing it wath molasses.)