ଗୁରୁବାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+ବାର) ସମ୍ପାଦନା

ରବିବାରର ୫ମ ଦିବସ, ବୃହସ୍ପତି ବାସର — Thursday.

[ ଦ୍ର—ହିନ୍ଦୁମାନଙ୍କ ମତରେ ଏହା ଲକ୍ଷ୍ମୀଙ୍କ ବାର; ଏ ଦିନ ଲକ୍ଷ୍ମୀପୂଜା ହୁଏ ଏଡିଶାରେ ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀପୂଜା ନିମନ୍ତେ ପ୍ରଶସ୍ତ ]