ଗୁରୁଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁରୁ+ହିନ୍ଦୀ - ସମ୍ମାନାର୍ଥକ ଅବ୍ୟୟ ଜୀ; ଗୁରୁଙ୍କ ପ୍ରତି ସମ୍ମାନାର୍ଥ ପ୍ରୟୋଗ) ସମ୍ପାଦନା

ଗୁରୁ ମହାଶୟ — Honorable preceptor;

ଦେଶଜ - ଅ. ସମ୍ପାଦନା

ହେ ଗୁରୁ ମହାଶୟ! —Oh! revered preceptor; revered sir!

[ ଦ୍ର—କାଶ୍ମୀରୀ ବ୍ରାହ୍ମଣ ପଣ୍ଡିତ ବା ପୁରୋହିତ ଓ ହିନ୍ଦୁସ୍ଥାନୀ ବ୍ରାହ୍ମଣଙ୍କ ପ୍ରତି ଏ ଶବ୍ଦ ମଧ୍ୟ ବ୍ୟବହୃତ ହୁଏ ]