ଗୁରୁଜୀ
ଗୁରୁଜୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁରୁ+ହିନ୍ଦୀ - ସମ୍ମାନାର୍ଥକ ଅବ୍ୟୟ ଜୀ; ଗୁରୁଙ୍କ ପ୍ରତି ସମ୍ମାନାର୍ଥ ପ୍ରୟୋଗ)
ସମ୍ପାଦନାଗୁରୁ ମହାଶୟ — Honorable preceptor;
ଦେଶଜ - ଅ.
ସମ୍ପାଦନାହେ ଗୁରୁ ମହାଶୟ! —Oh! revered preceptor; revered sir!
[ ଦ୍ର—କାଶ୍ମୀରୀ ବ୍ରାହ୍ମଣ ପଣ୍ଡିତ ବା ପୁରୋହିତ ଓ ହିନ୍ଦୁସ୍ଥାନୀ ବ୍ରାହ୍ମଣଙ୍କ ପ୍ରତି ଏ ଶବ୍ଦ ମଧ୍ୟ ବ୍ୟବହୃତ ହୁଏ ]