ଗୁରୁଗୁରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ (ଧନ୍ୟନୁକରଣ) ସମ୍ପାଦନା

ମଇଁଷିଙ୍କ ବେକରେ ବନ୍ଧା ଯାଇ— ଥିବା ବାଉଁଶ ଟିପାର ଧ୍ୱନି —The tinkling sound of bamboo bells suspended from the neck of a buffalo.

ମହିଷ ଟିପାର ଗୁରୁଗୁରୁ ଧ୍ୱନି, ଘୋଷେ ମୁଖରିତ ଅରଣ୍ୟ ସରଣୀ ରାଧାନାଥ. ଚିଲିକା